ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଡ୍ଗଧାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଡ୍ଗଧାରୀ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ଖଣ୍ଡା ଧାରଣ କରିଛନ୍ତି

ଉଦାହରଣ : ଖଣ୍ଡାଧାରୀ ଖଣ୍ଡାରେ ସାପକୁ ଦି ଖଣ୍ଡ କରିଦେଲେ

ସମକକ୍ଷ : ଅସିଧାରୀ, ଖଣ୍ଡାଧାରୀ


ଅନ୍ୟ ଭାଷାରେ ଅନୁବାଦ :

वह जो तलवार धारण किए हो।

तलवारधारी ने तलवार से साँप के दो टुकड़े कर दिए।
असिधारी, असिपाणि, करवाली, तलवारधारी

Someone skilled at fencing.

fencer, swordsman

ଅର୍ଥ : ଖଣ୍ଡା ଚାଳନା କରୁଥିବା ବ୍ୟକ୍ତି

ଉଦାହରଣ : ଖଡ୍ଗଧାରୀ ଖଣ୍ଡାରେ ସାପକୁ ଦିଖଣ୍ଡ କରିଦେଲା

ସମକକ୍ଷ : ଖଣ୍ଡାଧାରୀ, ତରବାରିଧାରକ


ଅନ୍ୟ ଭାଷାରେ ଅନୁବାଦ :

तलवार चलाने वाला व्यक्ति।

तरवारी ने तलवार से साँप के दो टुकड़े कर दिए।
तरवरिया, तरवरिहा, तरवारी

Someone skilled at fencing.

fencer, swordsman

ଖଡ୍ଗଧାରୀ   ବିଶେଷଣ

ଅର୍ଥ : ଯେଉଁ ବ୍ୟକ୍ତି ଖଣ୍ଡା ଧାରଣ କରିଛନ୍ତି

ଉଦାହରଣ : ଦୁଇଜଣ ଖଣ୍ଡାଧାରୀ ଯୋଦ୍ଧା ପରସ୍ପର ମଧ୍ୟରେ ହିଁ ଲଢ଼ିବାକୁ ଲାଗିଲେ

ସମକକ୍ଷ : ଅସିଧାରୀ, ଖଣ୍ଡାଧାରୀ


ଅନ୍ୟ ଭାଷାରେ ଅନୁବାଦ :

जो तलवार धारण किए हो।

दो तलवारधारी योद्धा आपस में ही लड़ गए।
असिधारी, असिपाणि, करवाली, तलवारधारी