ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ଥକି ଯାଇଛି ବା ଯିଏ ଥକ୍କା ହୋଇଛି
ଉଦାହରଣ : ପରିଶ୍ରାନ୍ତ ପଥିକ ଗଛଛାଇରେ ବିଶ୍ରାମ କରୁଛି
ସମକକ୍ଷ : ଅବସନ୍ନ, ଥକିଲା, ପରିଶ୍ରାନ୍ତ, ବିଶ୍ରାନ୍ତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो थक गया हो या थका हुआ हो।
Depleted of strength or energy.
ଅର୍ଥ : ଥକିବାବାଲା
ଉଦାହରଣ : ଏହା ଥକିବା କାମ
ସମକକ୍ଷ : ଥକିବା
थकानेवाला।
Producing exhaustion.
ସଂସ୍ଥାପନ କରନ୍ତୁ