ଅର୍ଥ : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
ଉଦାହରଣ :
ପିଲାମାନେ ପାଣିରେ ଖେଳୁଛନ୍ତି
ସମକକ୍ଷ : ଆମୋଦପ୍ରମୋଦ, କେଳି, କୌତୁକ, ଖେଳ, ବିନୋଦ, ବିହାର
ଅନ୍ୟ ଭାଷାରେ ଅନୁବାଦ :
Activities that are enjoyable or amusing.
I do it for the fun of it.