ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୌତୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୌତୁକ   ବିଶେଷ୍ୟ

ଅର୍ଥ : ମନକୁ ଆମୋଦିତ କଲାଭଳି କଥା ବା କାମ

ଉଦାହରଣ : ମୋ ସହିତ ଥଟ୍ଟା ତାମସା କରନାହିଁ

ସମକକ୍ଷ : ଥଟ୍ଟା, ଥଟ୍ଟା ତାମସା, ପରିହାସ, ମଜା, ହସ ପରିହାସ, ହସ ମଜା, ହାସ୍ୟ


ଅନ୍ୟ ଭାଷାରେ ଅନୁବାଦ :

Activity characterized by good humor.

jest, jocularity, joke

ଅର୍ଥ : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ

ଉଦାହରଣ : ପିଲାମାନେ ପାଣିରେ ଖେଳୁଛନ୍ତି

ସମକକ୍ଷ : ଆମୋଦପ୍ରମୋଦ, କେଳି, କ୍ରୀଡା, ଖେଳ, ବିନୋଦ, ବିହାର


ଅନ୍ୟ ଭାଷାରେ ଅନୁବାଦ :

केवल मन बहलाने के लिए किया जाने वाला काम।

अंताक्षरी, ताश आदि खेल कहीं भी खेले जा सकते हैं।
अठखेली, अर्गल, आमोद-प्रमोद, कलोल, कल्लोल, किलोल, केलि, कौतुक, क्रीड़ा, खेल, रमण, विनोद, विहार

Activities that are enjoyable or amusing.

I do it for the fun of it.
He is fun to have around.
fun, merriment, playfulness

ଅର୍ଥ : ତୁଚ୍ଛ ଅଥବା ବହୁତ ସାଧାରଣ ରୂପରେ କରାଯାଉଥିବା ବ୍ୟବହାର

ଉଦାହରଣ : ନିଜ କାମ ସହିତ ଖେଳ ଭଲ କଥା ନୁହେଁ

ସମକକ୍ଷ : ଖେଳ


ଅନ୍ୟ ଭାଷାରେ ଅନୁବାଦ :

तुच्छ अथवा बहुत ही साधारण रूप से किया हुआ व्यवहार।

अपने काम के साथ खिलवाड़ नहीं करना चाहिए।
खिलवाड़, खेलवाड़