ଅର୍ଥ : ମନକୁ ଆମୋଦିତ କଲାଭଳି କଥା ବା କାମ
ଉଦାହରଣ :
ମୋ ସହିତ ଥଟ୍ଟା ତାମସା କରନାହିଁ
ସମକକ୍ଷ : ଥଟ୍ଟା, ଥଟ୍ଟା ତାମସା, ପରିହାସ, ମଜା, ହସ ପରିହାସ, ହସ ମଜା, ହାସ୍ୟ
ଅନ୍ୟ ଭାଷାରେ ଅନୁବାଦ :
मन बहलाने वाली बात।
वह सबसे हँसी-मज़ाक़ करते रहता है।ଅର୍ଥ : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
ଉଦାହରଣ :
ପିଲାମାନେ ପାଣିରେ ଖେଳୁଛନ୍ତି
ସମକକ୍ଷ : ଆମୋଦପ୍ରମୋଦ, କେଳି, କ୍ରୀଡା, ଖେଳ, ବିନୋଦ, ବିହାର
ଅନ୍ୟ ଭାଷାରେ ଅନୁବାଦ :
Activities that are enjoyable or amusing.
I do it for the fun of it.