ଅର୍ଥ : ଯେଉଁ ମୁଖ୍ୟ ବିମାନଚାଳକ ବା ପାଇଲଟଙ୍କର ଉତ୍ତର ଦାୟିତ୍ବରେ ଉଡାଜାହାଜ ଥାଏ
ଉଦାହରଣ :
କ୍ୟାପଟେନ୍ ଯାତ୍ରୀମାନଙ୍କୁ ଉଡାଜାହାଜର ଉଡାଣ ସମ୍ପର୍କରେ ତଥ୍ୟ ଦେଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ନୌସେନା ଅଧିକାରୀଙ୍କ ନିୟନ୍ତ୍ରଣରେ ଯୁଦ୍ଧପୋତ ରହେ
ଉଦାହରଣ :
ଜାହାଜକୁ ପୂର୍ବ ଦିଗକୁ ନେବାନିମନ୍ତେ କ୍ୟାପଟେନ୍ ଚାଳକ ଦଳକୁ କହିଲେ
ଅନ୍ୟ ଭାଷାରେ ଅନୁବାଦ :