ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେଦାରନାଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେଦାରନାଥ   ବିଶେଷ୍ୟ

ଅର୍ଥ : ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଯେଉଁଟି ପାର୍ବତୀୟ ଅଞ୍ଚଳ ଗଢୱାଲରେ ଅବସ୍ଥିତ

ଉଦାହରଣ : ବିଶ୍ୱାସ କରାଯାଏ ଯେ ସର୍ବପ୍ରଥମେ ପାଣ୍ଡବମାନେ କେଦାରନାଥଙ୍କ ପୂଜା କରିଥିଲେ


ଅନ୍ୟ ଭାଷାରେ ଅନୁବାଦ :

बारह ज्योतिर्लिंगों में से एक जो पर्वतीय क्षेत्र गढ़वाल में स्थित है।

ऐसा माना जाता है कि सर्वप्रथम पांडवों ने केदारनाथ की पूजा की थी।
केदारनाथ

ଅର୍ଥ : ଉତ୍ତରାଞ୍ଚଳର ଏକ ସହର ଓ ତୀର୍ଥ

ଉଦାହରଣ : କେଦାରନାଥରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକ ଜ୍ୟୋତିର୍ଲିଙ୍ଗ ଅବସ୍ଥିତ


ଅନ୍ୟ ଭାଷାରେ ଅନୁବାଦ :

भारत के उत्तराखंड प्रान्त का एक शहर और तीर्थ।

केदारनाथ में बारह ज्योतिर्लिंगों में से एक ज्योतिर्लिंग स्थित है।
केदारनाथ