ଅର୍ଥ : କୁକୁର ଜାତିର ସଦସ୍ୟ
ଉଦାହରଣ :
କୁକୁରମାନେ ବି ବୀର ଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଧିଆ, ବିଲୁଆଆଦି ଜାତିର ଗୋଟିଏ ପାଳିତ ପଶୁ
ଉଦାହରଣ :
ମୁଁ କୁକୁରର ଚିତ୍କାରରେ ଶୋଇପାରିଲି ନାହିଁ
ଅନ୍ୟ ଭାଷାରେ ଅନୁବାଦ :
भेड़िए, गीदड़ आदि की जाति का एक पालतू पशु।
कुत्तों की भौं-भौं से मैं रातभर सो न सका।ଅର୍ଥ : ଯେଉଁ ପ୍ରଦେଶରେ କୁକୁର କ୍ଷତ୍ରିୟମାନେ ରହୁଥିଲେ
ଉଦାହରଣ :
ସେମାନେ କୁକୁର ରାଜ୍ୟର ରାଜା ଥିଲେ
ସମକକ୍ଷ : କୁକୁର ରାଜ୍ୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯଦୁବଂଶୀ କ୍ଷତ୍ରିୟମାନଙ୍କ ଏକ ଜାତି
ଉଦାହରଣ :
ମନହର କୁକୁର ଜାତିର
ସମକକ୍ଷ : କୁକୁର ଜାତି
ଅନ୍ୟ ଭାଷାରେ ଅନୁବାଦ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati