ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅଧିକାର ବିରୁଦ୍ଧ ବର୍ଜିତ ସ୍ଥାନ ବା କ୍ଷେତ୍ରକୁ ଯାଉଥିବା ବ୍ୟକ୍ତି
ଉଦାହରଣ : ଦୁରାଚାରୀକୁ ଲୋକେ ବାଡ଼େଇଲେ
ସମକକ୍ଷ : ଦୁରାଚାରୀ, ପାପୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
अधिकार-विरुद्ध वर्जित स्थान या क्षेत्र में जाने वाला व्यक्ति।
ଅର୍ଥ : ଦୁଷ୍କର୍ମ କରିବା ଲୋକ ବା ଯିଏ ଭଲ କାମ କରେ ନାହିଁ
ଉଦାହରଣ : ଦୁଷ୍କର୍ମକୁ ଡର ଦୁଷ୍କର୍ମା ବ୍ୟକ୍ତିକୁ ନୁହେଁ
ସମକକ୍ଷ : ଅପକର୍ମା, ଖଳ, ଦୁଷ୍କର୍ମା
ଅନ୍ୟ ଭାଷାରେ ଅନୁବାଦ :हिन्दी English
दुष्कर्म करनेवाला या जो अच्छा कर्म न करता हो।
Morally bad in principle or practice.
ସଂସ୍ଥାପନ କରନ୍ତୁ