ଅର୍ଥ : ଲେଖା ହୋଇଯାଇଥିବା କାଗଜ ଆଦି ବିଶେଷତଃ ଯେଉଁଥିରେ କୌଣସି ବିଷୟ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଲେଖାହୋଇଥାଏ
ଉଦାହରଣ :
ତାଙ୍କର ପ୍ରବେଶ ପତ୍ର କେଉଁଠି ହଜି ଯାଇଛି
ସମକକ୍ଷ :
ପତ୍ର
ଅନ୍ୟ ଭାଷାରେ ଅନୁବାଦ :
लिखा हुआ काग़ज़ आदि, विशेषतः वह काग़ज़ आदि जिस पर किसी विषय से संबंधित कोई महत्व की बात लिखी हो।
उसका प्रवेश पत्र कहीं खो गया है।
पत्र,
पत्रिका