ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାର୍ଯ୍ୟସୂଚୀର ଆଗୁଆ ନକଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : କୌଣସି କାର୍ଯ୍ୟ ଆରମ୍ଭ କରିବାପୂର୍ବରୁ ସେହି କାର୍ଯ୍ୟ ସମ୍ବନ୍ଧିତ ଲୋକମାନଙ୍କ ପାଖକୁ ପଠାଯାଉଥିବା କାର୍ଯ୍ୟସୂଚୀର ନକଲ

ଉଦାହରଣ : ଆଗାମୀ ମାସରେ ହେବାକୁ ଯାଉଥିବା ସମ୍ମିଳନୀପାଇଁ କାର୍ଯ୍ୟସୂଚୀର ଆଗୁଆ ନକଲ ମାନନୀୟ ସଭାପତିଙ୍କୁ ପଠାଇ ଦିଆଯାଇଛି

ସମକକ୍ଷ : କାର୍ଯ୍ୟସୂଚୀର ଅଗ୍ରୀମ ନକଲ


ଅନ୍ୟ ଭାଷାରେ ଅନୁବାଦ :

किसी कार्य को प्रारंभ करने से पूर्व उस कार्य से संबंधित लोगों को भेजी जानेवाली रूपरेखा की प्रति।

अगले महीने होनेवाली संगोष्ठी की अग्रिम प्रति माननीय सभापति को भेज दी गई है।
अग्रिम प्रति, अडवान्स कॉपी