ଅର୍ଥ : ମାଟିଆ ମିଶା ଲାଲ୍ ରଙ୍ଗର ହୋଇଥିବା କପୋତ ଭଳି ଏକ ପ୍ରକାରର ପକ୍ଷୀ
ଉଦାହରଣ :
ଶିକାରୀ ଗୋଟିଏ ନିଶାଣରେ କପୋତକୁ ଭୂମି ଉପରକୁ ଖସାଇ ଦେଲା
ସମକକ୍ଷ : ଅଣ୍ଡିରା କପୋତ, ଅଣ୍ଡିରା କାପ୍ତା, ଅଣ୍ଡିରା ପାରା
ଅନ୍ୟ ଭାଷାରେ ଅନୁବାଦ :
Any of numerous small pigeons.
dove