ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶରୀରସ୍ଥ ଉପରି ଭାଗ ଯେଉଁଠୁ ହସ୍ତ ବାହାରିଥାଏ
ଉଦାହରଣ : ସେ କାନ୍ଧର ମାପ ନେଉଛି
ସମକକ୍ଷ : ସ୍କନ୍ଧ
ଅନ୍ୟ ଭାଷାରେ ଅନୁବାଦ :हिन्दी
तने का वह ऊपरी भाग जिसमें से डालियाँ निकलती हैं।
ଅର୍ଥ : ଶରୀରର ସେହିଭାଗ ଯାହା ବେକ ଓ ବାହୁର ମଝିରେ ଥାଏ
ଉଦାହରଣ : ହନୁମାନ ରାମ ଓ ଲକ୍ଷ୍ମଣଙ୍କୁ ନିଜ ଦୁଇ କାନ୍ଧ ଉପରେ ବସେଇ ସୁଗ୍ରୀବଙ୍କ ପାଖକୁ ନେଇଗଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
शरीर का वह भाग जो गले और बाहुमूल के बीच में होता है।
The part of the body between the neck and the upper arm.
ସଂସ୍ଥାପନ କରନ୍ତୁ