ଅର୍ଥ : ବହୁତ ଥଣ୍ଡା ପଡ଼ୁଥିବା ପାହାଡ଼ ଉପରେ ବାସକରୁଥିବା ଏକ ପ୍ରକାର ହରିଣ ଯାହା ନାଭିରୁ କସ୍ତୁରୀ ବାହାରେ
ଉଦାହରଣ :
କସ୍ତୁରୀ ହରିଣ କସ୍ତୁରୀର ବାସ୍ନାରେ ଚଳଚଞ୍ଚଳ ହୋଇଯାଏ
ସମକକ୍ଷ : କସ୍ତୁରୀ ହରିଣ, ଗନ୍ଧ ମୃଗ
ଅନ୍ୟ ଭାଷାରେ ଅନୁବାଦ :
Small heavy-limbed upland deer of central Asia. Male secretes valued musk.
moschus moschiferus, musk deer