ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚାରି ଯୁଗ ମଧ୍ୟରେ ଶେଷ ଏବଂ ବର୍ତ୍ତମାନ ଯୁଗ ଯେଉଁଥିରେ ପାପ ଓ ଅନୀତିର ପ୍ରାଧାନ୍ୟ ସ୍ୱୀକାର କରାଯାଏ
ଉଦାହରଣ : ଧର୍ମଶାସ୍ତ୍ର ଅନୁସାରେ ଏହି କଳିଯୁଗରେ ଦୁଷ୍ଟମାନଙ୍କୁ ବିନାଶ କରିବା ନିମନ୍ତେ ଭଗବାନ କଳ୍କୀ ଅବତାର ଧରିବେ
ସମକକ୍ଷ : କଳିକାଳ
ଅନ୍ୟ ଭାଷାରେ ଅନୁବାଦ :हिन्दी
चार युगों में से अंतिम और वर्तमान युग जिसमें पाप और अनीति की प्रधानता मानी जाती है।
ସଂସ୍ଥାପନ କରନ୍ତୁ