ଅର୍ଥ : ଜଣେ ଦୈତ୍ୟ
ଉଦାହରଣ :
ପୁରାଣରେ କଳିଙ୍ଗର ବର୍ଣ୍ଣନା ମିଳେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଦାବରୀ ଏବଂ ବୈତରଣୀ ନଦୀ ମଧ୍ୟରେ ଥିବା ଏକ ପ୍ରାଚୀନ ଦେଶ
ଉଦାହରଣ :
କଳିଙ୍ଗ ଯୁଦ୍ଧ ପରେ ଅଶୋକଙ୍କ ହୃଦୟ ପରିବର୍ତ୍ତନ ହେଲା ଏବଂ ସେ ବୌଦ୍ଧଧର୍ମ ଗ୍ରହଣ କଲେ
ଅନ୍ୟ ଭାଷାରେ ଅନୁବାଦ :