ଅର୍ଥ : (ଚୋରିଦ୍ୱାରା) ସଞ୍ଚିତ ବସ୍ତୁଗୁଡ଼ିକ ମନଇଚ୍ଛା ଦାମରେ ବିକିବା ପ୍ରକ୍ରିୟା
ଉଦାହରଣ :
ଆଜିକାଲି ବ୍ୟବସାୟୀମାନେ କଳାବଜାରୀ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
(चोरी से) संचित वस्तुओं को मनमाने दाम पर बेचने की क्रिया।
आजकल के व्यापारी काला बाजारी से लाखों कमा लेते हैं।