ଅର୍ଥ : ଜଣେ ସୈନ୍ୟ ଅଧିକାରୀ
ଉଦାହରଣ :
ସମସ୍ତ ସୈନିକ ନୂଆ କର୍ଣ୍ଣେଲଙ୍କୁ ସମ୍ମାନ କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
A commissioned military officer in the United States Army or Air Force or Marines who ranks above a lieutenant colonel and below a brigadier general.
colonelଅର୍ଥ : ସୈନିକମାନଙ୍କ ଅଧିକାରୀଙ୍କର ଗୋଟିଏ ପଦ
ଉଦାହରଣ :
କର୍ଣ୍ଣେଲ ପଦ ନିମନ୍ତେ କ୍ୟାପ୍ଟେନ ଆବେଦନ କରିଛନ୍ତି
ସମକକ୍ଷ : କର୍ଣ୍ଣଲ
ଅନ୍ୟ ଭାଷାରେ ଅନୁବାଦ :