ଅର୍ଥ : ଖୁବ ବେଗରେ ବଢ଼ୁଥିବା ଏକ ଭୟଙ୍କର ବଥ
ଉଦାହରଣ :
କ୍ୟାନସର ଲାଳଗ୍ରନ୍ଥି ଏବଂ ରକ୍ତ ପ୍ରବାହ ମାଧ୍ୟମରେ ଶରୀରର ଅନ୍ୟ ଭାଗଗୁଡ଼ିକରେ ବିସ୍ତାରିତ ହୋଇପାରେ
ସମକକ୍ଷ : କ୍ୟାନସର
ଅନ୍ୟ ଭାଷାରେ ଅନୁବାଦ :
Any malignant growth or tumor caused by abnormal and uncontrolled cell division. It may spread to other parts of the body through the lymphatic system or the blood stream.
cancer, malignant neoplastic disease