ଅର୍ଥ : ଯେଉଁ ଘୁଷୁରୁଥିବା ପୋକ କାମୁଡ଼ିଲେ କୁଣ୍ଡେଇ ହୋଇଥାଏ
ଉଦାହରଣ :
କମ୍ବଳ ପୋକ ବର୍ଷାଦିନେ ବାହାରେ
ସମକକ୍ଷ : କଂବଳ ପୋକ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का रेंगनेवाला कीड़ा जिसके काटने से खुजली होती है।
कंबल कीड़ा बरसात के दिनों में निकलता है।