ଅର୍ଥ : ଯେଉଁଥିରେ କାବ୍ୟପୁଟ ରହିଛି ବା ଯାହା କବିତ୍ୱପୂର୍ଣ୍ଣ
ଉଦାହରଣ :
ସେ କବିତ୍ୱପୂର୍ଣ୍ଣ ଢଙ୍ଗରେ ନିଜର ବକ୍ତବ୍ୟ ପ୍ରଦାନ କରୁଥିଲେ
ସମକକ୍ଷ : କାବ୍ୟାତ୍ମକ, ରସାତ୍ମକ
ଅନ୍ୟ ଭାଷାରେ ଅନୁବାଦ :
जिसमें काव्य का पुट हो या जो काव्य से भरा हुआ हो।
वह काव्यात्मक अंदाज में अपना वक्तव्य दे रही थी।