ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମୁଁହରୁ ବାହାରୁଥିବା ଗାଢ଼, ତରଳ ଧଳା ରସ
ଉଦାହରଣ : ତା ମୁଁହରୁ ଛେପ ସହିତ ରକ୍ତ ମଧ୍ୟ ବାହାରୁଅଛି
ସମକକ୍ଷ : ଛେପ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह गाढ़ा, लसीला सफ़ेद रस जो मुँह से निकलता है।
A clear liquid secreted into the mouth by the salivary glands and mucous glands of the mouth. Moistens the mouth and starts the digestion of starches.
ଅର୍ଥ : ଛେପ ପକାଇବା ବା କାଶିବା ସମୟରେ ମୁହଁରୁ ବାହାରିଥିବା ଗାଢ଼ ଅଠାଳିଆ ପଦାର୍ଥ
ଉଦାହରଣ : ସେ ଯେତେବେଳେ କାଶେ ତା ପାଟିରୁ କଫ ବାହାରେ
ଅନ୍ୟ ଭାଷାରେ ଅନୁବାଦ :हिन्दी
थूकने या खाँसने के समय मुँह से निकलने वाला गाढ़ा लसदार पदार्थ।
ସଂସ୍ଥାପନ କରନ୍ତୁ