ଅର୍ଥ : ଏକ ପ୍ରକାର ପାରା
ଉଦାହରଣ :
ଗମ୍ବୁଜ ଉପରେ କପୋତ ବସିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦଳରେ ରହୁଥିବା ଏକ ମଧ୍ୟମ ପ୍ରକାରର ପକ୍ଷୀ ଯିଏ ପ୍ରାୟତଃ ପଡ଼ିଆ ଓ ଛାତଆଦିରେ ଦାନା ଖୁଣ୍ଟିବାର ଦେଖାଯାଏ
ଉଦାହରଣ :
ପ୍ରାଚୀନ କାଳରେ ପାରା ସନ୍ଦେଶବାହକର କାମ କରୁଥିଲା
ସମକକ୍ଷ : ପାରା
ଅନ୍ୟ ଭାଷାରେ ଅନୁବାଦ :
झुंड में रहने वाला एक मँझोले आकार का पक्षी जो प्रायः मैदानों या छतों आदि पर दाना चुगते हुए देखा जा सकता है।
प्राचीन काल में कबूतर संदेशवाहक का काम करते थे।Wild and domesticated birds having a heavy body and short legs.
pigeonଅର୍ଥ : ଯେଉଁ କପୋତର ମାଂସ ଖିଆ ଯାଏ
ଉଦାହରଣ :
ରାମୁ ଭଜା ହୋଇଥିବା କପୋତ ମାଂସ ଖାଉଛି
ସମକକ୍ଷ : କପୋତ ମାଂସ
ଅନ୍ୟ ଭାଷାରେ ଅନୁବାଦ :