ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କପିଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କପିଷ୍ଟ   ବିଶେଷ୍ୟ

ଅର୍ଥ : ଯେ ବୈଧ ରୂପରେ କୌଣସି ଲେଖା ଆଦିକୁ ନକଲ କରେ

ଉଦାହରଣ : ଆଜି ଆମ କାର୍ଯ୍ୟାଳୟର ନକଲନବିଶ ଆସି ନ ଥିବାରୁ କେତେକ ସାଫିକାମ ହୋଇପାରିଲା ନାହିଁ

ସମକକ୍ଷ : ନକଲନବିଶ


ଅନ୍ୟ ଭାଷାରେ ଅନୁବାଦ :

वह जो वैध रूप से किसी लेख आदि की नकल करता हो।

हमारे कार्यालय में आज नकलनवीस के न आने के कारण कई साके काम अटक गए हैं।
नकलनवीस, नक़लनवीस, लिबिंकर

Someone employed to make written copies of documents and manuscripts.

copyist, scribe, scrivener