ଅର୍ଥ : ଯେ କପଟରେ ଭରା ବା ଯେଉଁଥିରେ କପଟ ଅଛି
ଉଦାହରଣ :
ସେ ମୋ ସହିତ କପଟପୂର୍ଣ୍ଣ ବ୍ୟବହାର କଲା ତାର ହସ କୁଟିଳ ଥିଲା
ସମକକ୍ଷ : କପଟପୂର୍ଣ୍ଣ, କୁଟିଳ, ଛଦ୍ମମୟ, ଛଳନାପୂର୍ଣ୍ଣ, ଛଳନାମୟ
ଅନ୍ୟ ଭାଷାରେ ଅନୁବାଦ :
Intended to deceive.
Deceitful advertising.