ଅର୍ଥ : ଯେଉଁ କଳାକାରଙ୍କର ସିଦ୍ଧି ହୋଇଅଛି
ଉଦାହରଣ :
ସମାଜରେ ସିଦ୍ଧ କଳାକାରମାନଙ୍କର ଅଭାବ ନାହିଁ
ସମକକ୍ଷ : କଳା କୋବିଦ, କଳାଗୁରୁ, କଳାବନ୍ତ, ସିଦ୍ଧ କଳାକାର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ କୌଣସି କଳା,ଗୁଣ ଆଦିରେ ଅନ୍ୟଠାରୁ ଅଧିକ
ଉଦାହରଣ :
କଂପ୍ୟୁଟର ସମ୍ବନ୍ଧୀୟ ତଥ୍ୟ ବିଷୟରେ ଆଶିଷ ତୁମର ଗୁରୁ
ଅନ୍ୟ ଭାଷାରେ ଅନୁବାଦ :
वह जो किसी कला,गुण आदि में किसी से बढ़कर हो।
कम्प्यूटर संबंधी जानकारी के मामले में आशीष तुम्हारा बाप है।