ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅଳ୍ପ ନଇଁକି ଅଭିବାଦନ ବା ସମ୍ମାନ କରିବା କ୍ରିୟା
ଉଦାହରଣ : ସେ ଅତିଥିମାନଙ୍କୁ ନମସ୍କାର କଲେ
ସମକକ୍ଷ : ଜୁହାର, ନମସ୍କାର, ନମସ୍ତେ, ପ୍ରଣାମ, ସଲାମ
ଅନ୍ୟ ଭାଷାରେ ଅନୁବାଦ :हिन्दी
थोड़ा झुककर अभिवादन करने की क्रिया।
ଅର୍ଥ : ପାଦ ଛୁଇଁ ଆଦରପୂର୍ବକ ଅଭିବାଦନ କରିବା କ୍ରିୟା
ଉଦାହରଣ : ସେ ଗୁରୁଙ୍କୁ ଦଣ୍ଡବତ କଲା
ସମକକ୍ଷ : ଦଣ୍ଡବତ, ପ୍ରଣାମ
पैर छूकर आदरपूर्वक अभिवादन करने की क्रिया।
ସଂସ୍ଥାପନ କରନ୍ତୁ