ଅର୍ଥ : ବିମାନର ଦ୍ବାରରେ ହସିହସି ଯାତ୍ରୀମାନଙ୍କୁ ସ୍ବାଗତ କରୁଥିବା ତଥା ସେମାନଙ୍କ ସିଟ୍ ଖୋଜିବା ବା ଅନ୍ୟ କୌଣସି ପ୍ରକାରର ସହାୟତା ପ୍ରଦାନ କରୁଥିବା ସ୍ତ୍ରୀଲୋକ
ଉଦାହରଣ :
ସବୁ ବିମାନ ପରିଚାରିକାଙ୍କର ଗୋଟିଏ ପ୍ରକାର ପରିଧାନ ହୋଇଥାଏ
ସମକକ୍ଷ : ବିମାନ ପରିଚାରିକା
ଅନ୍ୟ ଭାଷାରେ ଅନୁବାଦ :
विमान के द्वार पर मुस्कान के साथ यात्रियों का स्वागत करने वाली तथा उनकी सीट ढूँढने या अन्य किसी प्रकार की सहायता प्रदान करने वाली स्त्री।
हर विमान परिचारिका का एक नियत परिधान होता है।