ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଜିନିଷ ଏକାଠିକରି ରଖିବା କାର୍ଯ୍ୟ
ଉଦାହରଣ : କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି
ସମକକ୍ଷ : ଆକଳନ, ଏକାଠି, ସଂକଳନ, ସଂଗ୍ରହ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कोई चीज़ एकत्र या इकट्ठा करके रखने की क्रिया या भाव।
The act of gathering something together.
ଅର୍ଥ : ସମୂହ ରୂପରେ ବା ଜଣେ ଅନ୍ୟ ସହିତ
ଉଦାହରଣ : ଏବେଠାରୁ ଆମେ ଯାହାବି କରିବା ଏକା ସାଙ୍ଗରେ କରିବା
ସମକକ୍ଷ : ଏକାସାଙ୍ଗ, ଏକାସାଥୀ, ମିଳିମିଶି, ସାଙ୍ଗ, ସାଥୀ
समूह के रूप में या एक-दूसरे के संग।
In each other's company.
ଅର୍ଥ : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
ଉଦାହରଣ : ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
ସମକକ୍ଷ : ଏକତ୍ରିତ, ଜମା
इकट्ठा किया हुआ या एक जगह लाया हुआ।
Brought together in one place.
ସଂସ୍ଥାପନ କରନ୍ତୁ