ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରେଶମ ବଣ୍ଡିଲି ଖୋଲିବାପାଇଁ ଏକ ପ୍ରକାର ଉପକରଣ
ଉଦାହରଣ : ତନ୍ତୀ ସୂତା ବଣ୍ଡିଲି ଖୋଲିବାପାଇଁ ଉଡ଼ା ଖୋଜୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
रेशम की लच्छी खोलने का एक प्रकार का औजार।
ଅର୍ଥ : ଯେ ଉଡ଼ିପାରେ
ଉଦାହରଣ : କାଉ ଏକ ଉଡ଼ା ପକ୍ଷୀ
ସମକକ୍ଷ : ଉଡ଼ନ୍ତା
जो उड़ता हो।
ସଂସ୍ଥାପନ କରନ୍ତୁ