ଅର୍ଥ : ମେଣ୍ଢା ଲୋମରେ ତିଆରି ହେଉଥିବା ତନ୍ତୁ ଯେଉଁଥିରେ କମ୍ବଳ ଏବଂ ଅନ୍ୟାନ୍ୟ ଗରମ ପୋଷାକ ପ୍ରସ୍ତୁତ କରାଯାଏ
ଉଦାହରଣ :
ସୀତା ସ୍ୱେଟର ବୁଣିବାପାଇଁ ଦୁଇଟି ଉଲ୍ ବଣ୍ଡଲ କିଣିଲା
ଅନ୍ୟ ଭାଷାରେ ଅନୁବାଦ :
भेड़ आदि के बाल से बने तंतु जिनसे कंबल और दूसरे गरम कपड़े आदि बनते हैं।
सीता ने स्वेटर बुनने के लिए दो गोले ऊन खरीदे।
अवि,
ऊन
Fiber sheared from animals (such as sheep) and twisted into yarn for weaving.
wool