ଅର୍ଥ : କୌଣସି ବ୍ୟକ୍ତି ଆଦିର ବୈକଳ୍ପିକ ନାମ
ଉଦାହରଣ :
ପୋଲିସ ଏହି ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତ ରାକେଶ ସିଂ ଓରଫ ରାକାକୁ ଖୋଜୁଛି କେତେକ ଲୋକ ତାଙ୍କ ପ୍ରକୃତ ନାମ ଅପେକ୍ଷା ଉପନାମରେ ଅଧିକ ପ୍ରସିଦ୍ଧ ହୁଅନ୍ତି
ସମକକ୍ଷ : ଓରଫ
ଅର୍ଥ : କୌଣସି ବ୍ୟକ୍ତି, ବସ୍ତୁଆଦିର ପ୍ରକୃତ ନାମରୁ ଅଲଗା କୌଣସି ଦ୍ୱିତୀୟ ନାମ ଯାହାଦ୍ୱାରା ସେ ପ୍ରସିଦ୍ଧ ହୋଇଛନ୍ତି ବା ଡକାଯାଉଛନ୍ତି
ଉଦାହରଣ :
କବି ରାମଧାରୀ ସିଂହ ତାଙ୍କର ଉପନାମ ଦିନକର ରୂପେ ପ୍ରସିଦ୍ଧ
ଅନ୍ୟ ଭାଷାରେ ଅନୁବାଦ :