ଅର୍ଥ : ଉଚ୍ଛେଦବାଦ ଉପରେ ଯେଉଁ ବ୍ୟକ୍ତିର ଆସ୍ଥା ଥାଏ
ଉଦାହରଣ :
ଉଚ୍ଛେଦବାଦୀମାନେ ଆତ୍ମାର ଅସ୍ଥିତ୍ବଉପରେ ବିଶ୍ବାସ କରନ୍ତିନାହିଁ
ସମକକ୍ଷ : ଉଚ୍ଛେଦବାଦୀ
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जिसकी आस्था उच्छेदवाद में हो।
उच्छेदवादी आत्मा के अस्तित्व पर विश्वास नहीं करते हैं।