ଅର୍ଥ : କୌଣସି ବସ୍ତୁ ନିର୍ମାଣ କରିବା
ଉଦାହରଣ :
ନଦୀରେ ବନ୍ଧବାନ୍ଧି ବିଜୁଳୀ ଉତ୍ପାଦନ କରାଯାଏ
ସମକକ୍ଷ : ଉତ୍ପାଦନ କରିବା, ନିଷ୍ପନ୍ନ କରିବା, ସୃଷ୍ଟିକରିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु आदि का निर्माण करना।
नदी पर बाँध बनाकर बिजली का उत्पादन किया जाता है।ଅର୍ଥ : ଗର୍ଭରୁ ପିଲା ପ୍ରସବ ହେବା
ଉଦାହରଣ :
ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ
ସମକକ୍ଷ : ଜନ୍ମ ଦେବା, ଜନ୍ମକରିବା, ପ୍ରସବ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା
ଉଦାହରଣ :
ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି
ସମକକ୍ଷ : ଉତ୍ପତି କରିବା, କରିବା, ଜନ୍ମ କରିବା, ଜାତ କରିବା, ସୃଷ୍ଟି କରିବା
ଅନ୍ୟ ଭାଷାରେ ଅନୁବାଦ :
* करना या कुछ ऐसा करना जिससे कोई अवस्था आदि बन जाए या कोई भाव आदि उत्पन्न हो।
आप एक बहुत बड़ी गलती कर रहे हैं।