ଅର୍ଥ : ଉତ୍ତର ଆମେରିକାର ନିବାସୀ
ଉଦାହରଣ :
କେତେକ ଧନୀ ଉତ୍ତର ଆମେରିକୀୟମାନେ ଗରିବ ମାନଙ୍କ ସାହାଯ୍ୟ ପାଇଁ ଅର୍ଥଦାନ କଲେ
ସମକକ୍ଷ : ଉତ୍ତର ଆମେରିକାବାସୀ
ଅନ୍ୟ ଭାଷାରେ ଅନୁବାଦ :
उत्तरीअमरीका के निवासी।
कुछ सम्पन्न उत्तरीअमरीकियों ने गरीबों की मदद के लिए धनराशि दी।A native or inhabitant of North America.
north americanଅର୍ଥ : ଉତ୍ତର ଆମେରିକା ସହ ସମ୍ବନ୍ଧିତ ବା ଉତ୍ତର ଆମେରିକାର
ଉଦାହରଣ :
ଉତ୍ତର ଆମେରିକୀୟ ଦେଶ ଗୁଡ଼ିକ ଅପେକ୍ଷାକୃତ ଅଧିକ ସମୃଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
उत्तरीअमरीका से संबंधित या उत्तरीअमरीका का।
उत्तरीअमरीकी देशों में अपेक्षाकृत अधिक सम्पन्नता है।Of or pertaining to or characteristic of the continent or countries of North America or their peoples.
north american