ଅର୍ଥ : ତଲୱାରର ବତିଶ ପ୍ରକାର ଚାଳନାରୁ ଏକ
ଉଦାହରଣ :
ଖଡ୍ଗଧାରୀ ଉତ୍ତମରୂପେ ନିପୁଣ ଅଟେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ବହୁତ ଭଲ
ଉଦାହରଣ :
ରାମଚରିତ ମାନସ ଗୋସ୍ୱାମୀ ତୁଳସୀଦାସଙ୍କର ଏକ ଶ୍ରେଷ୍ଠ କୃତି
ସମକକ୍ଷ : ଉତ୍କୃଷ୍ଟ, ପ୍ରକୃଷ୍ଟ, ଶ୍ରେଷ୍ଠ, ସବୁଠୁ ଭଲ
ଅନ୍ୟ ଭାଷାରେ ଅନୁବାଦ :
जो बहुत अच्छा हो।
राम चरित मानस गोस्वामी तुलसीदास की एक उत्तम कृति है।ଅର୍ଥ : ଯାହା ଗୁଣବତ୍ତାସହ ଯୁକ୍ତ
ଉଦାହରଣ :
ଗୁଣବତ୍ତାଯୁକ୍ତ ଉପକରଣ ମହଙ୍ଗା ହୋଇପାରେ କିନ୍ତୁ ବହୁତ ଦିନ ଚଳେ
ସମକକ୍ଷ : ଗୁଣବତ୍ତାଯୁକ୍ତ, ଗୁଣଯୁକ୍ତ, ଗୁଣାନ୍ୱିତ, ଭଲ
ଅନ୍ୟ ଭାଷାରେ ଅନୁବାଦ :
जो गुणवत्ता से युक्त हो।
गुणवत्तायुक्त उपकरण महँगे तो होते हैं मगर चलते भी बहुत हैं।ଅର୍ଥ : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
ଉଦାହରଣ :
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
Having desirable or positive qualities especially those suitable for a thing specified.
Good news from the hospital.