ଅର୍ଥ : ମଧ୍ୟପ୍ରଦେଶର ଏକ ସହର ଓ ହିନ୍ଦୁ ତୀର୍ଥ କ୍ଷେତ୍ର
ଉଦାହରଣ :
ଉଜ୍ଜୟିନୀରେ ପ୍ରଭୁ ଶିବଙ୍କର ମହାକାଳ ନାମକ ଜ୍ୟୋତିର୍ଲିଙ୍ଗ ରହିଛି
ସମକକ୍ଷ : ଉଜ୍ଜୟିନୀ ସହର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଧ୍ୟ ପ୍ରଦେଶର ଏକ ଜିଲ୍ଲା
ଉଦାହରଣ :
ଉଜ୍ଜୟିନୀ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଉଜ୍ଜୟିନୀରେ ଅବସ୍ଥିତ
ସମକକ୍ଷ : ଉଜ୍ଜୟିନୀ ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के मध्य प्रदेश राज्य का एक जिला।
उज्जैन जिले का मुख्यालय उज्जैन में है।A region marked off for administrative or other purposes.
district, dominion, territorial dominion, territory