ଅର୍ଥ : ଭାଙ୍ଗିରୁଜି ନଷ୍ଟ ହେବା
ଉଦାହରଣ :
ସବୁଠାରୁ ଭଲ ଜଣାଶୁଣା ମହଲ ସମୟର ସହିତ ଉଜୁଡ଼ିଗଲା
ସମକକ୍ଷ : ନଷ୍ଟହେବା, ଭଗ୍ନ ହେବା, ଭାଙ୍ଗିରୁଜି ଯିବା
ଅନ୍ୟ ଭାଷାରେ ଅନୁବାଦ :
टूट-फूटकर नष्ट होना।
कभी सबसे अच्छी मानी जाने वाली यह हवेली समय के साथ उजड़ गई।ଅର୍ଥ : ମାନବଶୂନ୍ୟ ହେବା
ଉଦାହରଣ :
ଝଡ଼ ତୋଫାନରେ କେତେକ ବସ୍ତି ଉଜୁଡ଼ି ଗଲା
ସମକକ୍ଷ : ନଷ୍ଟ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅସ୍ତବ୍ୟସ୍ତ ହୋଇଯିବା
ଉଦାହରଣ :
ଭୀଷଣ ଝଡ଼ ତୋଫାନରେ ରାମର କୁଡ଼ିଆ ଉଜୁଡ଼ି ଗଲା
ସମକକ୍ଷ : ଛାରଖାର ହେବା
ଅନ୍ୟ ଭାଷାରେ ଅନୁବାଦ :