ଅର୍ଥ : ମାନବ ନିର୍ମିତ ମାଟି ବା ପଥରର ଏକ ଲମ୍ବା କାନ୍ଥ ଯାହା ପାଣିକୁ ଅଟକାଇବା ବା କୌଣସି ସଡକର ସୁରକ୍ଷା ବା ସହାୟତାପାଇଁ ତିଆରି ହୋଇଥାଏ
ଉଦାହରଣ :
ପାଣିକୁ ବାନ୍ଧି ରଖିବାପାଇଁ ଜଳାଶୟର ଏକପାର୍ଶ୍ୱରେ ଆଡ଼ିବନ୍ଧ ତିଆରି କରାଯାଇଛି
ସମକକ୍ଷ : ଆଡ଼ିବନ୍ଧ, ତଟବଂଧ, ତଟବନ୍ଧ
ଅନ୍ୟ ଭାଷାରେ ଅନୁବାଦ :
A long artificial mound of stone or earth. Built to hold back water or to support a road or as protection.
embankment