ଅର୍ଥ : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
ଉଦାହରଣ :
ତାଙ୍କର ଜୀବନ ଆନନ୍ଦରେ ବିତୁଛି
ସମକକ୍ଷ : ଆନନ୍ଦ, ଖୁସି, ପ୍ରସନ୍ନତା, ମଜା, ମୋଦ, ସହଜ, ସହର୍ଷ, ହର୍ଷ
ଅନ୍ୟ ଭାଷାରେ ଅନୁବାଦ :
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
उसका जीवन आनंद में बीत रहा है।