ଅର୍ଥ : କାହାର କୌଣସି ଆକାରରେ ପହଞ୍ଚିବା କ୍ରିୟା ବା ଭାବ
ଉଦାହରଣ :
ଇଂରେଜମାନଙ୍କ ଭାରତ ଆଗମନର ଉଦ୍ଦେଶ୍ୟ ଥିଲା ବାଣିଜ୍ୟ ବଜାରରେ ସୁରଙ୍ଗୀ ଫଳର ଆସିବା ଆରମ୍ଭ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରି ଅନ୍ତର୍ଗତ ହେବା
ଉଦାହରଣ :
ମାଲକାନଗିରି ଓଡ଼ିଶାରେ ଆସୁଛି ଏହି କଥା ରାମାୟଣରେ ରହିଛି
ସମକକ୍ଷ : ରହିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କିଣିବା ପରେ କୌଣସି ବସ୍ତୁକୁ ପ୍ରାପ୍ତ କରିବା
ଉଦାହରଣ :
ସୋମବାର ଦିନ ଆମର ନୂଆ କାର ଆସିବ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାଳ ଅଥବା ସମୟର ଆରମ୍ଭ ହେବା
ଉଦାହରଣ :
ଶ୍ରାବଣ ଆସିଗଲା
ସମକକ୍ଷ : ଆରମ୍ଭ ହେବା
ଅନ୍ୟ ଭାଷାରେ ଅନୁବାଦ :
Have a beginning, of a temporal event.
WW II began in 1939 when Hitler marched into Poland.ଅର୍ଥ : ଘଟିବା ବା ଆରମ୍ଭ ହେବା
ଉଦାହରଣ :
ମୋତେ ନିଦ ଆସୁଛି
ସମକକ୍ଷ : ଆଗମନ ହେବା, ଆରମ୍ଭ ହେବା, ଉପସ୍ଥିତ ହେବା, ଘଟିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭିତରକୁ ଯିବା
ଉଦାହରଣ :
ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
ସମକକ୍ଷ : ଉପସ୍ଥିତ ହେବା, ପଶିବା, ପ୍ରବେଶ କରିବା, ଭିତରକୁ ଆସିବା
ଅନ୍ୟ ଭାଷାରେ ଅନୁବାଦ :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।ଅର୍ଥ : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
ଉଦାହରଣ :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
ସମକକ୍ଷ : କରଗତ କରିବା, ପାଇବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
ଅନ୍ୟ ଭାଷାରେ ଅନୁବାଦ :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।ଅର୍ଥ : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
ଉଦାହରଣ :
ଶ୍ୟାମ ଆଜି ଆସିବ ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
ସମକକ୍ଷ : ଆଗମନ କରିବା, ଉପସ୍ଥିତ ହେବା, ପହଞ୍ଚିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଓଜନରେ ଯେତିକି
ଉଦାହରଣ :
ଗୋଟିଏ କିଲୋରେ କେବଳ ପାଞ୍ଚଟି ଆମ୍ବ ଆସିଲା
ଅନ୍ୟ ଭାଷାରେ ଅନୁବାଦ :