ଅର୍ଥ : ସହାୟତାପାଇଁ କୌଣସି ଜିନିଷ ଉପରେ ଭାର ରଖିବା
ଉଦାହରଣ :
ଛିଡ଼ା ହୋଇ ରହିବାପାଇଁ ସେ ଆଶାବାଡ଼ି ଉପରେ ଭରାଦେଇ ରହନ୍ତି
ସମକକ୍ଷ : ଭରାଦେଇ ରହିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାର ଆଶ୍ରୟରେ ଅଟକି ରହିବା
ଉଦାହରଣ :
ଏହି ଖମ୍ବ ସହାୟତାରେ ଏହି ଛାତ ସମ୍ଭାଳି ରହିଛି
ସମକକ୍ଷ : ସମ୍ଭାଳି ରହିବା, ସମ୍ଭାଳି ହେବା
ଅନ୍ୟ ଭାଷାରେ ଅନୁବାଦ :