ଅର୍ଥ : ସହାୟତା ରୂପରେ ଦିଆଯାଉଥିବା ଟଙ୍କାପଇସା ବା ଧନ
ଉଦାହରଣ :
ଗାଁଲୋକଙ୍କ ଆର୍ଥିକ ଅନୁଦାନରେ ଏହି ଡାକ୍ତରଖାନା ତିଆରି ହୋଇଛି
ସମକକ୍ଷ : ଆର୍ଥିକ ସାହାଯ୍ୟ
ଅନ୍ୟ ଭାଷାରେ ଅନୁବାଦ :
सहायता के रूप में दिया जानेवाला रुपया-पैसा या धन।
गाँव वालों के आर्थिक अनुदान से इस अस्पताल का निर्माण किया गया है।