ଅର୍ଥ : କିଛି କରିବାପାଇଁ ଆଦେଶଦେବା
ଉଦାହରଣ :
ଗୁରୁ ତୁମକୁ ଘରକୁ ଯିବାପାଇଁ କହିଛନ୍ତି ସେ ନିଜେ କିଛି କରେ ନାହିଁ କେବଳ ଅନ୍ୟକୁ ବରାଦ କରେ
ସମକକ୍ଷ : ଆଜ୍ଞା ଦେବା, ଆଦେଶ ଦେବା, କହିବା, ବରାଦ କରିବା
ଅନ୍ୟ ଭାଷାରେ ଅନୁବାଦ :
कुछ करने का आदेश देना।
गुरुजी ने घर जाने के लिए कहा।