ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଜିକାଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଜିକାଲି   ବିଶେଷଣ

ଅର୍ଥ : ବର୍ତ୍ତମାନ ବା ଏହି ସମୟ ସହ ସମ୍ବନ୍ଧିତ

ଉଦାହରଣ : ଆଧୁନିକ ଭାରତୀୟ ସମାଜ ଭ୍ରଷ୍ଟାଚାର ଆଡ଼କୁ ଉଗ୍ରସର ହେଉଛି

ସମକକ୍ଷ : ଅଦ୍ୟତନ, ଅଧୁନାତନ, ଅପ୍ରାଚୀନ, ଆଧୁନିକ, ଇଦାନୀଂ, ଇଦାନୀଂତନ, ଏବର, ନବୀନ, ନୂଆ, ନୂତନ, ବର୍ତ୍ତମାନ, ସାମ୍ପ୍ରତିକ


ଅନ୍ୟ ଭାଷାରେ ଅନୁବାଦ :

जिस पर इस समय की बातों या विशेषताओं की पूरी छाप हो।

आधुनिक पहनावा, शिष्टाचार आदि कितने बदल गए हैं।
अकालातीत, अद्यतन, अधुनातन, अपुराण, अपुरातन, अपूर्वकालीन, अप्राचीन, अर्वाचीन, आज का, आधुनिक, इदानीतन, मौजूदा, वर्तमान, सांप्रतिक, साम्प्रतिक

ଆଜିକାଲି   କ୍ରିୟା ବିଶେଷଣ

ଅର୍ଥ : ଆଧୁନିକ ବା ବର୍ତ୍ତମାନ ସମୟରେ

ଉଦାହରଣ : ବର୍ତ୍ତମାନ ଭାରତ ଏବଂ ପାକିସ୍ଥାନର ସମ୍ବନ୍ଧ ଭଲ ନାହିଁ ଏବେ ଆଉ ଆଗ ଭଳି ସମୟ ନାହିଁ

ସମକକ୍ଷ : ଏବେ, ଏହି ସମୟ, ବର୍ତ୍ତମାନ, ସମ୍ପ୍ରତି


ଅନ୍ୟ ଭାଷାରେ ଅନୁବାଦ :

आधुनिक या वर्तमान समय में।

फिलहाल भारत और पाकिस्तान के संबंध अच्छे नहीं हैं।
अब पहले जैसा समय नहीं रहा।
अब, आज कल, आज-कल, आजकल, आजकाल, इन दिनों, इस समय, फ़िलहाल, फिलहाल, वर्तमान में, संप्रति

In these times.

It is solely by their language that the upper classes nowadays are distinguished.
We now rarely see horse-drawn vehicles on city streets.
Today almost every home has television.
now, nowadays, today