ଅର୍ଥ : ବୈଦିକ ଯୁଗରେ ଯେଉଁ ଆଶ୍ରମରେ ଛାତ୍ରମାନଙ୍କୁ ନିଜ ପାଖରେ ରଖିକରି ଶିକ୍ଷା ଦେଉଥିଲେ
ଉଦାହରଣ :
ବୈଦିକ ଯୁଗରେ ଲୋକେ ବ୍ରହ୍ମଚର୍ଯ୍ୟ ପାଳନ କରି ଗୁରୁକୁଳରେ ଶିକ୍ଷା ପାଉଥିଲେ ସଙ୍ଗୀତ କ୍ଷେତ୍ରରେ ଆଜି ମଧ୍ୟ କେଉଁଠି କେଉଁଠି ଗୁରୁକୁଳ ପ୍ରଚଳିତ ଅଛି
ସମକକ୍ଷ : ଗୁରୁକୁଳ
ଅନ୍ୟ ଭାଷାରେ ଅନୁବାଦ :
वैदिक युग का वह आश्रम जहाँ गुरु विद्यार्थियों को अपने पास रखकर शिक्षा देता था।
वैदिक युग में लोग ब्रह्मचर्य का पालन करते हुए गुरुकुल में शिक्षा प्राप्त करते थे।