ଅର୍ଥ : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ
ଉଦାହରଣ :
ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା
ସମକକ୍ଷ : କାବା, କିଂକର୍ତ୍ତବ୍ୟ ବିମୂଢ଼, ହତବୁଦ୍ଧି
ଅର୍ଥ : ଯେ ଆଶ୍ଚର୍ୟ ହୋଇଯାଇଛି
ଉଦାହରଣ :
ତା କାମ ଦେଖିକରି ଆମେ ସବୁ ଆଚମ୍ବିତ ହୋଇଗଲୁ
ସମକକ୍ଷ : ଆଶ୍ଚର୍ୟଚକିତ, ଆଶ୍ଚର୍ୟାନ୍ୱିତ, ଚମତକୃତ
ଅନ୍ୟ ଭାଷାରେ ଅନୁବାଦ :
Filled with the emotional impact of overwhelming surprise or shock.
An amazed audience gave the magician a standing ovation.