ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାକୁ ଆଘାତ ହୋଇନାହିଁ
ଉଦାହରଣ : ଅନାହତ ଖେଳାଳି ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ସ୍ଥିର ରହିଲେ
ସମକକ୍ଷ : ଅନାହତ, ଅପ୍ରତିହତ, ଅବାଧ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसका विघात न हुआ हो।
Not conquered.
ଅର୍ଥ : ଆଘାତ ଲାଗିନଥିବା
ଉଦାହରଣ : ଅନାହତ ମାଈ ବାଛୁରୀ ଶିଘ୍ର ଠିଆ ହୋଇଗଲା
ସମକକ୍ଷ : ଅକ୍ଷତ, ଅନାହତ, କ୍ଷତହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी
बिना चोट लगा।
ସଂସ୍ଥାପନ କରନ୍ତୁ