ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକାଶ-କୁସୁମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକାଶ-କୁସୁମ   ବିଶେଷ୍ୟ

ଅର୍ଥ : ନହେଇ ପାରିବା ବା ଅସମ୍ଭବ କଥା

ଉଦାହରଣ : ଆପଣଙ୍କ ଯୋଜନା ମୋଟାମୋଟି ଆକାଶକୁସୁମ ପରି ଲାଗୁଛି

ସମକକ୍ଷ : ଆକାଶ କୁସୁମ, ଆକାଶକୁସୁମ


ଅନ୍ୟ ଭାଷାରେ ଅନୁବାଦ :

अनहोनी या असंभव बात।

आपकी योजना फिलहाल तो आकाशकुसुम ही लगती है।
आकाश कुसुम, आकाश-कुसुम, आकाशकुसुम

ଅର୍ଥ : ଆକାଶର ଫୁଲ

ଉଦାହରଣ : ଆକାଶକୁସୁମକୁ କିଏ ଦେଖିଛି?

ସମକକ୍ଷ : ଆକାଶ କୁସୁମ, ଆକାଶ ପୁଷ୍ପ, ଆକାଶକୁସୁମ


ଅନ୍ୟ ଭାଷାରେ ଅନୁବାଦ :

आकाश का फूल।

आकाशकुसुम को किसने देखा है।
आकाश कुसुम, आकाश पुष्प, आकाश-कुसुम, आकाश-पुष्प, आकाशकुसुम, आकाशपुष्प

Reproductive organ of angiosperm plants especially one having showy or colorful parts.

bloom, blossom, flower