ଅର୍ଥ : ଆଇନସହ ସମ୍ବନ୍ଧିତ ଦସ୍ତାବିଜ
ଉଦାହରଣ :
ଅଫିସରେ ନିଆଁ ଲାଗି କେତେକ ଆଇନସମ୍ବନ୍ଧୀୟ ଦସ୍ତାବିଜ ଜଳି ପାଉଁଶ ହୋଇଗଲା
ସମକକ୍ଷ : ଆଇନସମ୍ବନ୍ଧୀୟ ଦସ୍ତାବିଜ
ଅନ୍ୟ ଭାଷାରେ ଅନୁବାଦ :
* कानून से संबंधित दस्तावेज।
कार्यालय में आग लगने से कुछ कानूनी दस्तावेज जलकर राख हो गए।(law) a document that states some contractual relationship or grants some right.
instrument, legal document, legal instrument, official document