ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନବାନ୍ନପାଇଁ ଫସଲରୁ ଆଗୁଆ କଟାଯାଇ ଅଣାଯାଇଥିବା ଗୋଛା
ଉଦାହରଣ : ସେ ମୁଣ୍ଡ ଉପରୁ ଅହ୍ମୁଣିଆଗୋଛା ଓଲ୍ଲାଇ ଅଗଣାରେ ରଖିଲା
ସମକକ୍ଷ : ଅମଣିଆଁଗୋଛା, ଅମଣିଆଗୋଛା, ଅହ୍ମୁଣିଆଗୋଛା
ଅନ୍ୟ ଭାଷାରେ ଅନୁବାଦ :हिन्दी
नवान्न आदि के लिए पहले पहल काटकर घर लाई गई फसल जिसके अन्न से प्रायः देवताओं की पूजा होती है और ब्राह्मण आदि खिलाए जाते हैं।
ସଂସ୍ଥାପନ କରନ୍ତୁ